ନିର୍ମାଣାଧୀନ ଅବସ୍ଥାରେ ଭୁଷୁଡ଼ିଗଲା କୁସେଇ ସେତୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବେଲବାହାଳିରେ ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ। ଏହି ଘଟଣାରେ ଦୁଇ ଜଣ ଗୁରୁତର ଓ ଜଣେ ଆହତ ହୋଇଥିବାବେଳେ ସେମାନଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ଅନେକ ଦିନ ବ୍ୟବଧାନ ପରେ ଏହି ସେତୁ ନିର୍ମାଣ ପୁଣି ଆରମ୍ଭ ହୋଇଥିଲା। ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ଅବସ୍ଥାରେ ସେତୁର … Continue reading ନିର୍ମାଣାଧୀନ ଅବସ୍ଥାରେ ଭୁଷୁଡ଼ିଗଲା କୁସେଇ ସେତୁ